Jump to content

ଧରଣା

ଉଇକିଅଭିଧାନ‌ରୁ

ଧରଣା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଧାରଣ)

[ସମ୍ପାଦନା]
୧. ଧାରଣା; ଠିଆ; ଠେକ — ୧. A support; a prop.
୨. କୌଣସି ବ୍ୟକ୍ତିର ଦୁଆରେ କୌଣସି ବିଷୟମାନ ଜିଦି ଧରି ବସି ରହିବା —୨. Dunning; picketing.
୩. ଠାକୁରଙ୍କ ପାଖେ ଅଧ୍ୟା ପଡ଼ିବା; ଉପବାସ ରହି ଅନୁସରଣ କରିବା —୩. Lying prostrate before a Deity till one's prayer is granted.