ଧରଣା ପଡ଼ିବା
ଦେଖଣା
ଧରଣା ପଡ଼ିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଧରଣା ପଡ଼ିବା
|
(ଧରଣା ଦେବା—ଅନ୍ୟରୂପ)
ଦେଶଜ - କ୍ରି.
[ସମ୍ପାଦନା]- ୧. ଧାରଣା ଦେବା; ଅଧ୍ୟା ପଡ଼ିବା — ୧. To lie prostrate before a Deity without taking food so long as one's prayer is not granted.
- ୨. କୌଣସି ବ୍ୟକ୍ତିଙ୍କ ନିକଟରେ ଏକାଗ୍ରଭାବରେ ଅନୁସରଣ କରି ପଡ଼ି ରହିବା —୨. To attend upon a person till one's prayer is granted; to picket.