ଧରଣିଧର
ଦେଖଣା
ଧରଣିଧର
ଉଚ୍ଚାରଣ
[ସମ୍ପାଦନା](ଧରଣୀଧର—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - (ଧରଣି+ ଧୃ ଧାତୁ=ଧରିବା+କର୍ତ୍ତୃ. ଅ)
[ସମ୍ପାଦନା]- ୧. ପର୍ବତ —୧. Mountain.
- ୨. ଅନନ୍ତ; ବାସୁକୀ — ୨. Bāsukī the great serpent said to bear the earth on its head.
- ୩. କୂର୍ମରାଜ; ବିଷ୍ଣୁଙ୍କ ଦ୍ୱିତୀୟ ଅବତାର — ୩. The second (tortoise) incarnation of Bishṇu.
- ୪. ମହାବରାହ; ବିଷ୍ଣୁଙ୍କ ତୃତୀୟ ଅବତାର — ୪. The third (boar) incarnation of Bishṇu.
- ୫. ଶିବ; ମହାଦେବ —୫. Ṡiba.
- ୬. (ପୃଥିବୀର ଧରଣ କରିଥିବାରୁ) ବିଷ୍ଣୁ —୬. Bishṇu.
- ୭. ରାଜା; ଭୁପତି —୭. King.
ଦେଶଜ - ବିଶେଷ୍ୟ - ଫୁ.
[ସମ୍ପାଦନା]ଲୋକଙ୍କ ନାମ — A name given to males.