Jump to content

ଧରଣି ଦେବ

ଉଇକିଅଭିଧାନ‌ରୁ

ଧରଣି ଦେବ

ଉଚ୍ଚାରଣ

[ସମ୍ପାଦନା]

(ଧରଣୀଦେବ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଧରଣୀ+ଦେବ)

[ସମ୍ପାଦନା]

ବ୍ରାହ୍ମଣ — A Brāhmaṇa

ଧରଣୀଦେବଙ୍କ ଚରଣ ରଜ; ଶିରେ ଘେନିବା ଯେବେ ହେବ ଲାଜ କବିସୂର୍ଯ୍ୟ. ସଙ୍ଗୀତ