ଧରଣୀଧର ମିଶ୍ର
ଦେଖଣା
ଧରଣୀଧର ମିଶ୍ର
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷ୍ୟ - (ନାମ)
[ସମ୍ପାଦନା]ଉତ୍କଳର ଜନୈକ ପ୍ରାଚୀନ କବି An ancient poet of Utkaḻa.
[ଦ୍ରଷ୍ଟବ୍ୟ —ଏ ଜୟଦେବ ଗୋସ୍ୱାମୀଙ୍କ କୃତ ସଂସ୍କୃତ 'ଗୀତଗୋବିନ୍ଦ' ଓଡ଼ିଆରେ ପଦ୍ୟାନୁବାଦ କରିଥିଲେ ତାରିଣୀ—ଉତ୍କଳସାହିତ୍ୟର ଇତିହାସ ଏ ୩୪: ବର୍ଷ ପୂର୍ବେ ଜୀବିତ ଥିଲେ ଜଗବନ୍ଧୁ—ପ୍ରାଚୀନ ଉତ୍କଳ]