Jump to content

ଧରଣୀ ସୁତ

ଉଇକିଅଭିଧାନ‌ରୁ

ଧରଣୀ ସୁତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ଫୁ. (୬ଷ୍ଠୀ ତତ୍; ଧରଣୀ+ସୁତ)

[ସମ୍ପାଦନା]
୧. ମଙ୍ଗଳଗ୍ରହ —୧. The planet Mars.

[ଦ୍ରଷ୍ଟବ୍ୟ —ଜ୍ୟୋତିର୍ବିଦ୍ମାନଙ୍କ ମତରେ ଘୂର୍ଣ୍ଣ୍ୟମାନ ପୃଥିବୀର କିୟଦଂଶ ଛିଡ଼ିକି ଯାଇ ମଙ୍ଗଳଗ୍ରହ ହୋଇଅଛି]

୨. ନରକାସୁର —୨. The name of a demon.