Jump to content

ଧରତି

ଉଇକିଅଭିଧାନ‌ରୁ

ଧରତି

ଉଚ୍ଚାରଣ

[ସମ୍ପାଦନା]

(ଧରତି—ଅନ୍ୟରୂପ)

  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ପଦ୍ୟ)

[ସମ୍ପାଦନା]
୧. (ସଂସ୍କୃତ - ଧୃତି) ଧରଣା; ଠେକ — ୧. prop.

ଧ ଅକ୍ଷରଟି ତହିଁ ଧାରଣା, ଧାରଣୀ—ବ୍ରହ୍ମନିରୂପଣଗୀତା

୨. (ସଂସ୍କୃତ - ଧରିତ୍ରୀ) ପୃଥିବୀ — ୨. The earth.

ହୋଇଲେ ଅଣଚାଶ ମୁର୍ତ୍ତି ପବନ ବହିଲେ ଧରତୀ— ଯଶୋବନ୍ତ, ପ୍ରେମଭକ୍ତି ଗୀତା