Jump to content

ଧରମକଣ୍ଟା

ଉଇକିଅଭିଧାନ‌ରୁ

ଧରମକଣ୍ଟା

ଉଚ୍ଚାରଣ

[ସମ୍ପାଦନା]

(ଧରମମେଖ—ଅନ୍ୟରୂପ)

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -

[ସମ୍ପାଦନା]
୧. ଜୁଆଳି ମଝିରେ ମରାଯିବା ଖିଲା —୧. A pin put on the middle of a yoke.


[ଦ୍ରଷ୍ଟବ୍ୟ —ଏହି ଖିଲିରେ ଝୁରା ଓ ଜୁଆଳିକୁ ସଂଲଗ୍ନ କରିବା ଦଉଡ଼ି ଅଟକାଯାଏ]

୨. ଧର୍ମ ବା ନ୍ୟାୟବିଚାରସୁଚକ ତୁଳା ଯନ୍ତ୍ର — ୧. The scales or balance (representing justice).