Jump to content

ଧରମ ଧାଡ଼ି

ଉଇକିଅଭିଧାନ‌ରୁ

ଧରମ ଧାଡ଼ି

ଉଚ୍ଚାରଣ

[ସମ୍ପାଦନା]

ଗ୍ରାମ୍ୟ - ବିଶେଷ୍ୟ -

[ସମ୍ପାଦନା]
୧. ଧର୍ମାନୁ ମୋଦିତମାର୍ଗ — ୧. The way of religion; the path of virtue.
୨. ଧର୍ମାନୁମୋଦିତ କର୍ମମାନ — ୨. Acts sanctioned by equity or religion

ଏହି ସକାଶରୁ ତୁମ୍ଭର ପଟ ଛାଡ଼ି କହିଲେ ଦ୍ରୋଣ ଗୁରୁ ଯେ ଧରମ ଧା଼ଡ଼ି କୃଷ୍ଣସିଂହ ମହାଭାରତ. ବିରାଟ