Jump to content

ଧରମ ପୁଅ

ଉଇକିଅଭିଧାନ‌ରୁ

ଧରମ ପୁଅ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ଧର୍ମପୁତ୍ର)

[ସମ୍ପାଦନା]

ମହାପ୍ରସାଦଦ୍ୱାରା ଯେଉଁ ବ୍ୟକ୍ତିଠାରେ ପୁତ୍ରତ୍ୱ ଆରୋପ କରାଯାଇ ଅଛି — Godson; a person with whom the relationship of son has been established through Mahāprasāda.

[ଦ୍ରଷ୍ଟବ୍ୟ —ଏହିପରି ଧରମ ବାପ, ଧରମ ମାଆ, ଧରମ ଝିଅ ଶବ୍ଦମାନ ହୁଏ]