ଧରମ ବଳ
ଭାଗ୍ୟ ବଳ; ଭାଗ୍ୟର ଜୋର୍ — The force or fruit of one's good luck.
ଧରମ ବଳୁଁ କି ମୋର, ଧର୍ମ ଦେଇ ନିଜ କର କୋଳକୁ ଆଣିଲୁ କଳା ଦ୍ୱିଜରାଜ କବିସୂର୍ଯ୍ୟ, କୁଶୋରୀଚମ୍ପୁ ଧ ଗୀତ