Jump to content

ଧରଶର

ଉଇକିଅଭିଧାନ‌ରୁ

ଧରଶର

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. (ସଂସ୍କୃତ - ଧରାଧର+ଶର)—ପର୍ବତାସ୍ତ୍ର — ୧. A weapon resembling a hill.

ବଡ଼ କ୍ରୋଧର ଧରଶର ପ୍ରହାରେ ହରେ ତା ପୂର୍ବ ଆୟୁଧରକେ ଭଞ୍ଜ. ବୈଦେହୀଶବିଳାସ

୨. ହନ୍ତସନ୍ତ — ୨. Oppressed; troubled; harassed.
୩. ଅସ୍ଥିର —୩. Restless.

(ଯଥା—ସେ ପିଲାଟି ଅନ୍ୟର ଖେଳନା ଦେଖି ଭାରି ଧରଶର ହଉଚି)