ଧରାକୋଟ
ଗଞ୍ଜାମ ଜିଲା ଅନୁର୍ଗତ ଏକ ରାଜ୍ୟ ବା ଜମିଦାରୀ —Name of an estate in Ganjam.
କହଇ କୃଷ୍ଣସିଂହ ଧରାକୋଟ ଈଶ୍ କୃଷ୍ଣସିଂହ. ମହାଭାରତ .ସଭା
[ଦ୍ରଷ୍ଟବ୍ୟ —ଓଡ଼ିଆ ମହାଭାରତର ରଚୟିତା କୃଷ୍ଣସିଂହ ଏଠାରେ ରାଜା ଥିଲେ]