Jump to content

ଧରାଛୁଆଁ ନ ଦେବା

ଉଇକିଅଭିଧାନ‌ରୁ

ଧରାଛୁଆଁ ନ ଦେବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି.

[ସମ୍ପାଦନା]
୧. କୌଣସି ବ୍ୟକ୍ତି ନିକଟରେ ଆଦୌ ଉପସ୍ଥିତ ନ ହେବା — ୧. Not to appear before a person.
୨. କୌଣସି ବିଷୟରେ ଆପଣାକୁ ଚିହ୍ନା ନ ପକାଇବା; ଇସାରା ମାତ୍ର ନ ବତାଇବା — ୨. Not to give any clue about one's complicity in a matter.