ଧରାତଳି
ପୃଥିବୀ; ଭୃପୃଷ୍ଠ — The earth.
ଭେଦୀ ତୁଲୀ ବୀଣା ଯେ ମୃଦଙ୍ଗ କାହାଳୀ ଶବଦରେ ପାଣ୍ଡୁ କମ୍ପାଇ ଧରାତଳି କୃଷ୍ଣସିଂହ, ମହାଭାରତ ଆଦି