ଧରାଧର
ଦେଖଣା
ଧରାଧର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -(ଧୁରା+ଧୃ ଧାତୁ=ଧାରଣ କରିବା+କର୍ତ୍ତୃ. ଅ)
[ସମ୍ପାଦନା]- ୧. ପର୍ବତ —୧. Mountain.
- ୨. ବିଷ୍ଣୁ —୨. Bishṇu.
- ୩. କୂର୍ମରାଜ; ବିଷ୍ଣୁଙ୍କ ଦ୍ୱିତୀୟ ଅବତାର — ୩. The ୨nd or tortooise incarnation of Bishṇu.
- ୪. ଶେଷ ନାଗ; ବାସୁକୀ —୪. The king of serpents said to hold up the universe on its thoods.