Jump to content

ଧରାଧର୍

ଉଇକିଅଭିଧାନ‌ରୁ

ଧରାଧର୍

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ବଳାବଳ; ଷୋଳବିଶ୍ୱା; ଅତି ଆପନ୍ନ ଅବସ୍ଥା; ଅସମ୍ଭାଳ; ଅସହ୍ୟ ଅବସ୍ଥା — Very critical position; crisis.

(ଯଥା—ମୋ ନିଜ କଥା ତ ଧରାଧର୍ ମୁଁ ତଳେ ରଖୁଛି କାହୁଁ?

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ଅତ୍ୟନ୍ତ ଆପନ୍ନ୍ (ଅବସ୍ଥା) — ୧. very critical (condition).
୨. ଅସମ୍ଭାଳ —୨. Unbearable.