ଧରାବନ୍ଧା
ଦେଖଣା
ଧରାବନ୍ଧା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ସୁନିଶ୍ଚିତ — ୧. Certain; well-defined.
- ୨. ନିର୍ଦ୍ଧାରିତ —୨. Specified.
ଯେଉଁଠାରେ ପାଣି ସେହିଠାରେ ମାଛ, ସେପରି ଗ୍ରାମରେ ଗ୍ରାମ୍ୟ ପଶୁ ଏଟା ଧରାବନ୍ଧା କଥା ଫକୀରମୋହନ . ଛମାଣ ଆଠଗୁଣ୍ଠ
- ୩. ଅଲଙ୍ଘ୍ୟ; ଡ଼ା (ନିୟମ) — ୩. Strict (rule); inviolable.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଅଲଙ୍ଘ୍ୟ ନିୟମ — ୧. Hard and fast rule.