ଧରା ତନୟୀ
(ସଂସ୍କୃତ - ଧରା+ତନୟା) (ଧରଣୀ ସମ୍ଭୁତା) ସୀତା Sītā wife of Rama.
ବିଦ୍ୟା ବିଶାରଦା ଶାରଳା ବିନୟୀ ଧରା ତନୟୀ ହେଲେ ତୋତେ ଭଞ୍ଜ. ବୈଦେହୀଶବିଳାସ