Jump to content

ଧରା ପଡ଼ବା

ଉଇକିଅଭିଧାନ‌ରୁ

ଧରା ପଡ଼ବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି.

[ସମ୍ପାଦନା]
୧. ନିଜେଧୃତ ହେବା; ଗିରଫଦାର ହେବା — ୧. To be apprehended or arrested.
୨. ଅପରାଧ କରିବା ସମୟରେ ଧୃତ ହେବା — ୨. To be caught red-handed.

ସଖୀ ଆଗେ ଧରା ନ ପଡ଼ ମୋତେ ରଖିବଟି ହେ କବିସୂର୍ଯ୍ୟ. ସଙ୍ଗୀତ

୩. ପ୍ରକାଶିତ ହେବା; ଜଣାଯିବା; ସ୍ଥିରୀକୃତ ହେବା — ୩. To be ascertained; to be clearly known; to be detected.;

(ଯଥା—ହିସାବ କଲେ କେତେ ଖରଚ ହୋଇଛି ଧରାପଡ଼ିବ)

୪. ଅନ୍ୟର ଆୟତ୍ତଧୀନ ହେବା — ୪. To come under another's clutches.
୫. ହାବୁଡେ ପଡ଼ିବା — ୫. To encounter; to meet with.