Jump to content

ଧରା ପଡ଼ା

ଉଇକିଅଭିଧାନ‌ରୁ

ଧରା ପଡ଼ା

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଅନ୍ୟୋଽନ୍ୟରେ ଧରାଧରି ହୋଇ କଳି କରିବା ବା ଜଳ କଷାକଷି ହେବା — ୧. Quarrelling by catching hold of each other.
୨. କୁସ୍ତାକୁସ୍ତି —୨. Duelling.

ଦେଶଜ - ବିଶେଷଣ -

[ସମ୍ପାଦନା]

ଅନ୍ୟୋଽନ୍ୟରେ କୁସ୍ତାକୁସ୍ତି ହେଉଥିବା (ଦୁଇ ବ୍ୟକ୍ତି) —Duelling with each other.