Jump to content

ଧରା ଯିବା

ଉଇକିଅଭିଧାନ‌ରୁ

ଧରା ଯିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଧରା ହେବା—ଅନ୍ୟରୂପ)

ଦେଶଜ - କ୍ରି. (ଧରିବାର କର୍ମବାଚ୍ୟରୂପ)

[ସମ୍ପାଦନା]
୧. ଧୃତ ହେବା — ୧. To be caughr hold of.

ବିସ୍ମୟସୂଚକ ତନୀୟ ସେ ସମୟ ଗଲା ଧରା ଧରାପତି ଭଞ୍ଜ. ବୈଦେହୀଶବିଳାସ

୨. ଗିରଫଦାର ହେବା — ୨. To be arrested or apprehended.
୩. (ହିନ୍ଦିରୁ ଅନୁକୃତ)—ସମ୍ମୁଖରେ ରକ୍ଷିତ ହେବା — ୩. To obe placed before a person.
୪. ନିଶ୍ଚିତ ହେବା; ନିର୍ନ୍ଧାରିତ ହେବା; ସ୍ଥୀରୀକୃତ ହେବା — ୪. To be ascertained or settled.

[ଦ୍ରଷ୍ଟବ୍ୟ —ଧରିବା କ୍ରିୟାର ଅର୍ଥମାନଙ୍କୁ କର୍ମ ବାଚ୍ୟରେ ପ୍ରୟୋଗ କଲେ ଏହି ଶବ୍ଦର ଅନ୍ୟ ଅର୍ଥ ମାନ ଜଣା ଯିବ]