ଧରିଣୀ
ଦେଖଣା
ଧରିଣୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ଧୃ ଧାତୁ= ଧରିବା+ କର୍ତ୍ତୃ. ଅନି; + ଈ); ଯେ ପ୍ରାଣୀମାନଙ୍କୁ ଧାରଣ କରିଅଛି)
[ସମ୍ପାଦନା]- ୧. ପୃଥିବୀ — ୧. The earth.
- ୨. ଭୂମି —୨. Ground.
- ୩. ଶିମିଳୀ ଗଛ —୩. The silk-cotton tree.
- ୪. ନାଡ଼ୀ; ଶିରା —୪. Artery.
- ୫. କନ୍ଦଆଳୁ —୫. A bulbuous sweet edible root.
- ୬. ପ୍ରାଚୀନ ଭାରତର ଅର୍ଣ୍ଣପୋତବିଶେଷ — ୬. Name of a kind of ship used in ancient India.
[ଦ୍ରଷ୍ଟବ୍ୟ —ଭୋଜରାତ ପ୍ରଣୀତ ଯୁକ୍ତିକଳ୍ପତରୁ ପୁସ୍ତକ ଅନୁସନ୍ଧେୟ ଜଗବନ୍ଧୁ. ପ୍ରାଚୀନଉତ୍କଳ]