Jump to content

ଧରିତ୍ରୀ ଶୋଭୀ

ଉଇକିଅଭିଧାନ‌ରୁ

ଧରିତ୍ରୀ ଶୋଭୀ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷଣ - ସ୍ତ୍ରୀ (ପ୍ରାଚୀନ) (ସଂସ୍କୃତ - ଧରିତ୍ରୀ+ଶୋଭିନୀ)

[ସମ୍ପାଦନା]

ଧରଣୀମଣ୍ଡନା; ଖୁବ୍ ସୁନ୍ଦରୀ —(a woman) Who is an ornement to the earth; very beautiful or charming.

ବିବୁକ ଧରି ଧରିତ୍ରୀ ଶୋଭୀର ଅଧରୁ ଅମୃତ ପିଇବି—ଭଞ୍ଜ. ପ୍ରେମସୁଧାନିଧି