Jump to content

ଧରିମା

ଉଇକିଅଭିଧାନ‌ରୁ

ଧରିମା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -(ଧୃ ଧାତୁ+କର୍ମ ଇମନ୍=ଧରିମନ୍ ଶବ୍ଦ ୧ମା. ୧ବ.)

[ସମ୍ପାଦନା]
୧. ତରାଜୁ; ତୁଳା ଯନ୍ତ୍ର — ୧. A pair o scales; a balance (Apte).
୨. ରୂପ; ଆକାର —୨. Form; shape.