ଧରି ଦେବା
ଦେଖଣା
ଧରି ଦେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. କୌଣସି ପଦାର୍ଥ ଧରି ଅନ୍ୟକୁ ଦେବା — ୧. To catch a thing and give it to another person.
(ଯଥା—ମତେ କେଳା ଗୋଟିଏ ଶୁଆ ଧରି ଦେଇଛି)
- ୨. (ସଂସ୍କୃତ - ଧାର) ପଜାଇବା; ଶାଣଦେବା — ୨. To whet (an instrument).
- ୩. ସମ୍ମୁଖରେ ଉପସ୍ଥାପିତ କରିବା; ଜିମା କରିବା — ୩. To place before; to make over.
(ଯଥା—ମତେ ହାଣ୍ଡି, କାଠ, ଚାଉଳ, ଡାଲି ଧରି ଦିଅ ମୁଁ ଘଣ୍ଟାକ ପରେ ଦଶ ଜଣଙ୍କ ପାଇଁ ରୋଷେଇ କରିଦେବି)