ଧରି ନେବା
ଦେଖଣା
ଧରି ନେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ବିବେଚନା କରିବା; ସ୍ଥିର କରିବା — ୧. To decide.
- ୨. କଳ୍ପନା କରିବାଚ ଅନୁମାନରେ ସ୍ଥିର କରିବା — ୨. To assume; to suppose; to hypothecise; to take for granted.
- ୩. କୌଣସି ଜୀବ ବା ମନୁଷ୍ୟକୁ ଆୟତ୍ତ ବା ଗିରଫ କରି କୌଣସି ସ୍ଥାନକୁ ଜବରଦସ୍ତି ନେବା —୩. To take a person or animal to any place forcibly.
- ୪. ଅନୁକରଣ କରିବା; ଅନୁକରଣ କରିବାରେ କୃତକାର୍ଯ୍ୟ ହେବା —୪. To imitate; to succeed in imitating.
(ଯଥା—ସେ ଥରେ ମାତ୍ର ଶୁଣିକରି ଗୀତ ପଦକ ଧରି ନେଲା)