ଧରି ବସିବା
ଦେଖଣା
ଧରି ବସିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. କୌଣସି ବିଷୟ ପାଇଁ ଏକ ଜିଗର କରିବା — ୧. To harrp upon; to insist On; to importune; to persist.
ଦଶହର ବନ୍ଦ ସମୟରେ ଗୃହିଣୀ ଏକାନ୍ତ ଧରି ବସିଲେ ଗୃହକୁ ଯିବେ କଳିନ୍ଦୀଚରଣ. ସାବିତ୍ରୀର ଦୁଃଖ
- ୨. କୌଣସି ଗୋଟିଏ ମାତ୍ର ବିଷୟରେ ବ୍ୟପୃତ ହେବା ଓ ବିଷ୍ଠାୟାନ୍ତିର ପ୍ରତ ଦୃଷ୍ଟି ନ ଦେବା — ୨. To stick to one matter with pertinacity and neglect other matters.
- ୩. କୌଣସି ବସ୍ତୁକୁ ବହୁକାଳ ପାଇଁ ଧାରଣ କରିବା — ୩. To hold a thing for a long time.
(ଯଥା—ମୁଁ ପିଲାକୁ ରାତିଯାକ ଧରି ବସିଛି. କେହି ଘ଼ଡ଼ିଏ ଖଣ୍ଡେ ମୋଠାରୁ ପିଲାକୁ ନେଲେ ନାହିଁ)