Jump to content

ଧରି ମାରିବା

ଉଇକିଅଭିଧାନ‌ରୁ

ଧରି ମାରିବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରି—(ସଂସ୍କୃତ - ଧୃ ଧାତୁ ଓ ମୃ ଧାତୁ ଣିଚ୍ ମାରି ଧାତୁ)

[ସମ୍ପାଦନା]

କୌଣସି ବ୍ୟକ୍ତି ମାଡ଼ ଖାଇଲା ବେଳେ ପଳାଇ ଯାଇ ନ ପାରିବ ବୋଲି ତାକୁ ଆଗେ ଧରିବା ଓ ପଛେ ମାଡ଼ ଦେବା —To beat a person after catching hold of him so that he may not escape.

ଧରି ମାଇଲେ ସିଦ୍ଧେ ମରନ୍ତି—ତଗ



ଧରି ମାରିବା

ଦେଶଜ - କ୍ରିୟାପଦ -

[ସମ୍ପାଦନା]

କୌଣସି ବ୍ୟକ୍ତିକୁ ହାତରେ ଧରି ପ୍ରହାର କରିବା