ଧରେଇ ଦେବା
ଦେଖଣା
ଧରେଇ ଦେବା
ଉଚ୍ଚାରଣ
[ସମ୍ପାଦନା](ଧରେଇଦେବା, ଧରାପକାଇବା, ଧରାପକେଇବା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଆସାମୀ ବା ଅପରାଧୀ ଅନ୍ୟ ବ୍ୟକ୍ତିଦ୍ୱାରା ଧୃତ ହେବା ବିଷୟରେ ଅନ୍ୟ ବ୍ୟକ୍ତିକୁ ସାହାର୍ଯ୍ୟ କରିବା — ୧. To cause an accused or offender to be arrested.
- ୨. କୌଣସି କାର୍ଯ୍ୟ କରିଥିବା ବ୍ୟକ୍ତିକୁ ଚିହ୍ନା ପକାଇଦେବା — ୨. To cause the doer of an act to be detected.