ଧର୍ତ୍ତବ୍ୟ
ଦେଖଣା
ଧର୍ତ୍ତବ୍ୟ
ଉଚ୍ଚାରଣ
[ସମ୍ପାଦନା](ଧର୍ତବ୍ୟା—ଅନ୍ୟରୂପ)
(ଧର୍ତ୍ତିବ୍ୟା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - (ଧୃ ଧାତୁ=ଧରିବା+କର୍ମ ତବ୍ୟ)
[ସମ୍ପାଦନା]- ୧. ଧାରଣୀୟ; ଧରିବାର ଯୋଗ୍ୟ — ୧. Worthy of being held.
- ୨. ଗଣନୀୟ — ୨. Calculable; noticeable.
- ୩. ରଖିବାର ଯୋଗ୍ୟ —୩. Fit to be kept.
- ୪. ଗିରଫ କରାଯିବାର ଯୋଗ୍ୟ — ୪. Deserving to be apprehended.
- ୫. ବିବେଚନାର ଯୋଗ୍ୟ — ୫. Worthy of consideration.
- ୬. ଗ୍ରାହ୍ୟ —୬. Acceptable.