ଧର୍ତ୍ତା
ଦେଖଣା
ଧର୍ତ୍ତା
ଉଚ୍ଚାରଣ
[ସମ୍ପାଦନା](ଧର୍ତ୍ତୀ—ସ୍ତ୍ରୀ)
ସଂସ୍କୃତ - ବିଣ, ପୁଂ. (ଧୃ ଧାତୁ=ଧରିବା+କର୍ତ୍ତୃ.ତୃ; ୧ମା. ୧ବ)
[ସମ୍ପାଦନା]- ୧. ଧାରଣ କାର୍ତ୍ତା —୧. Holding; supporting.
- ୨. ରକ୍ଷଣକାରୀ —୨. Preserving.
- ୩. ବହନକର୍ତ୍ତୀ —୩. Bearing; carrying.
- ୪. ଯେ କୌଣସି କାର୍ଯ୍ୟର ଭାର ନିଜର ଉପରେ ଉପରେ ଗ୍ରହଣ କରେ — ୪. Taking upon one's self the responsibility for any work.