Jump to content

ଧର୍ତ୍ତ୍ର

ଉଇକିଅଭିଧାନ‌ରୁ

ଧର୍ତ୍ତ୍ର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଧୃ ଧାତୁ=ଧରିବା+ସଂଜ୍ଞାର୍ଥେ ତ୍ର)

[ସମ୍ପାଦନା]
୧. ଗୃହ —୧. House.
୨. ଯଜ୍ଞ —୨. Vedic sacrifice.
୩. ଧର୍ମ —୩. Virtue; piety; religion.
୪. ସହଜ ଗୁଣ —୪. Attribute.