ଧର୍ମକୁ ଆଖିଠାରେ ମାରିବା
ଦେଖଣା
ଧର୍ମକୁ ଆଖିଠାରେ ମାରିବା
ଉଚ୍ଚାରଣ
[ସମ୍ପାଦନା](ଧର୍ମକୁ ଆଖି ଠାରିବା—ଅନ୍ୟରୂପ)
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଧର୍ମଦେବତା ନ ଜାଣିବେ ବୋଲି ବିଶ୍ୱାସକରି ଲୋକ ଦେଖାଇବା ପାଇଁ ଧର୍ମକାର୍ଯ୍ୟ କରିବା କିନ୍ତୁ ଭିତରେ ଭିତରେ ପାପ କରିବା — ୧. To try to hood wink God byy show ing one's self externally pious, but to
be privately and secretely doing wrong and sinful acts.
- ୨. ଧର୍ମଶାସ୍ତ୍ରର ଦ୍ୱାହି ଦେଇ ଆପଣାର ଇଚ୍ଛାନୂରୂପ କାର୍ଯ୍ୟ କରିବା —୨. To quote scriptures to justify one's selfish conduct.