ଧର୍ମକୁ ଆସିବା
ଦେଖଣା
ଧର୍ମକୁ ଆସିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଧର୍ମକୁ ଆସିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା](କୌଣସି କାର୍ଯ୍ୟ) ଉଚିତ ବା କର୍ତ୍ତବ୍ୟ ବୋଲି ଅନ୍ତଃକରଣରେ ବିବେଚିତ ହେବା —(any act) To be thought proper by one's self.
(ଯଥା—ମୁଁ ଆପଣାଙ୍କଠାରେ ଶରଣ ପଶିଲି, ଆପଣଙ୍କର ଯାହା ଧର୍ମକୁ ଆସିବା ତାହା କରନ୍ତୁ)