Jump to content

ଧର୍ମକୁ ଡାକିବା

ଉଇକିଅଭିଧାନ‌ରୁ

ଧର୍ମକୁ ଡାକିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଧର୍ମକୁ ପାଣି ଟେକିବା, ଧର୍ମକୁ ପାଣି ଦେବା, ଧର୍ମକୁ ସାକ୍ଷୀ ଦେବାଅନ୍ୟରୂପ

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ଅନ୍ୟଦ୍ୱାରା ପ୍ରପୀଡ଼ିତ ଓ ନିଃସହାୟ ବ୍ୟକ୍ତି ଉପରେ ବଳଶାଳୀ ବ୍ୟକ୍ତି ଅତ୍ୟାଚାର କରୁଥିଲେ, ନିଃସହାୟ ବ୍ୟକ୍ତି ଅତ୍ୟା— ଚାରର ପ୍ରତିଶୋଧ ନେବାକୁ ଅସମର୍ଥ ହୋଇ ଉକ୍ତ ଅତ୍ୟାଚାରୀକୁ ଦଣ୍ଡ ଦେବା ନିମନ୍ତେ ଧର୍ମ ! ତୁ ଏକଥା ବୁଝିବୁ' ବୋଲି ପ୍ରଭୂଙ୍କୁ ଡାକିବା ବା ଧର୍ମଙ୍କ ନାମ ଉଚ୍ଚାରଣ କରି ଅତ୍ୟାଚାରୀର ଅମଙ୍ଗଳ କାମନାରେ ଆଞ୍ଜୁଳାଏ ପାଣି ଟେକିବା —To invoke the wrath of God on the head of a powerful oppressor.

କଥା କହୁଥାଏ ସରମକୁ, ଚାଲି ଯାଉଥାଏ ଭରମକୁ ଭିତରେ ଭିତରେ ଯାହା ହେଉଥାଏ ସାକ୍ଷୀ ଦେଉଥାଏ ଧରମକୁ—ଢଗ