Jump to content

ଧର୍ମଚାରିଣୀ

ଉଇକିଅଭିଧାନ‌ରୁ

ଧର୍ମଚାରିଣୀ

ଉଚ୍ଚାରଣ

[ସମ୍ପାଦନା]

(ଧର୍ମକାରିଣୀ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ଧର୍ମ+ଚର୍ ଧାତୁ=ଗମନ କରିବା+ କର୍ତ୍ତୃ. ଇନ୍; ସ୍ତ୍ରୀ. ଈ)

[ସମ୍ପାଦନା]

ଧର୍ମ ପତ୍ନୀ; ସହଧର୍ମୀଣୀ — One's wedded wife.

[ଦ୍ରଷ୍ଟବ୍ୟ —ହିନ୍ଦୁ ଶାସ୍ତ୍ର ଅନୁସାରେ ସ୍ୱାମୀ ସ୍ତ୍ରୀ ଏକତ୍ର ଧର୍ମାଚରଣ କରିବେ]

ସଂସ୍କୃତ - ବିଶେଷଣ - ସ୍ତ୍ରୀ. (ଧର୍ମଚାରିନ୍+ସ୍ତ୍ରୀ. ଈ)

[ସମ୍ପାଦନା]
୧. ସୁଚରିତ୍ରା; ପୁଣ୍ୟଶୀଳା — ୧. Pious (woman); virtuous.
୨. ସାଧ୍ୱୀ —୨. Chaste; devoted to her husband.