Jump to content

ଧର୍ମଚାରୀ

ଉଇକିଅଭିଧାନ‌ରୁ

ଧର୍ମଚାରୀ

ଉଚ୍ଚାରଣ

[ସମ୍ପାଦନା]
(ଧର୍ମଚାରିଣୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ପୁଂ. (ଧର୍ମ+ଚର୍ ଧାତୁ=ଗମନ କରିବା=କର୍ତ୍ତୃ. ଇନ୍ ୧ମା. ୧ବ)

[ସମ୍ପାଦନା]
୧. ଯେ ଧର୍ମ ପଥରେ ଚଳେ — ୧. Fulfilling one's religious duties; following the duties enjoined by the scriptures.
୨. ଧାର୍ମିକ —୨. Pious; religious.
୩. ପୁଣ୍ୟକ୍ରିୟାରତ —୩. Virtuous.