Jump to content

ଧର୍ମଚ୍ୟୁତ

ଉଇକିଅଭିଧାନ‌ରୁ

ଧର୍ମଚ୍ୟୁତ

ଉଚ୍ଚାରଣ

[ସମ୍ପାଦନା]

(ଧର୍ମବିଚ୍ୟୁତ—ଅନ୍ୟରୂପ)

ଧର୍ମଚ୍ୟୁତା, ଧର୍ମଚିଚ୍ୟୁତା, ଧର୍ମଚ୍ୟୁତି, ଧର୍ମବିଚ୍ୟୁତିଅନ୍ୟରୂପ

ସଂସ୍କୃତ - ବିଶେଷଣ - (ଧର୍ମ+ଚ୍ୟୁତ; ୫ମୀ ତତ୍)

[ସମ୍ପାଦନା]
୧. ଯାହାର ଧର୍ମ ଲୋପ ହୋଇଥାଏ — ୧. One who has strayed from the path of virtue.
୨. ଧର୍ମ ସଂପ୍ରଦାୟରୁ ବହିର୍ଭୂତ — ୨. Driven out of the pale of a religious society.
୩. ଆପଣାର ଅତି ଅନ୍ୟାୟ କାର୍ଯ୍ୟ ଯୋଗୁଁ ଈଶ୍ୱରଙ୍କ ଦୟା ବା ଅନୁଗ୍ରହରୁ ବଞ୍ଚିତ — ୩. Deprived of God's blessing on account of one's evil deeds; damned.
୪. ଧର୍ମତ୍ୟାଗୀ —୪. Apostate.