ଧର୍ମଛଡ଼ା
ଦେଖଣା
ଧର୍ମଛଡ଼ା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଧର୍ମଛଡ଼ା
|
(ଧର୍ମଛଡ଼ୀ—ସ୍ତ୍ରୀ)
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଧର୍ମବିରୁଦ୍ଧ; ସୃଷ୍ଟିଛଡ଼ା — ୧. Contrary to the precepts of religion.
- ୨. ଅଧାର୍ମିକ —୨. Irreligious; impious.
- ୩. ଯେ ଧର୍ମକୁ ମାନେ ନାହିଁ ବା ଧର୍ମ ବିଗର୍ହିତ କାର୍ଯ୍ୟ କରେ — ୩. Unrighteous.