ଧର୍ମଛାଡ଼ିବା
ଦେଖଣା
ଧର୍ମଛାଡ଼ିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଧର୍ମଛାଡ଼ିବା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ପାପ କାର୍ଯ୍ୟ ଯୋଗୁଁ ଧର୍ମ ବା ଈଶ୍ୱରଙ୍କ ଅନୁଗ୍ରହରୁ ବଞ୍ଚିତ ହେବା — ୧. (a person) Deprived of God's blessing or protection on account of one's sine.
(ଯଥା—ଦିନକୁ ଦିନ ତାର ଅତ୍ୟାଚାର ବଢୁଛି, ବୋଧ ହେଉଛି ତାକୁ ଧର୍ମ ଛାଡ଼ିଲାଣି)
- ୨. ଈଶ୍ୱରଙ୍କ ଦୃଷ୍ଟିରେ ଦୋଷୀ ହେବା — ୨. (a person) Being considered guilty in the eyes of God.
(ଯଥା—ମୁଁ ତିନି ଥର ତତେ ସାବଧାନ କରାଇଲି, ତଥାପି ତୁ ସୁଧୁରିଲୁ ନାହିଁ, ଏଣିକି ତତେ ଧର୍ମ ଛାଡ଼ିଲା)
ଦେଶଜ - କ୍ରିୟାପଦ -
[ସମ୍ପାଦନା]ଧର୍ମ ପଥ ତ୍ୟାଗ କରି ଅଧର୍ମାଚାରଣ କରିବା, ଧର୍ମବିରୁଦ୍ଧ ଆଚରଣ କରିବା — To tread the path lof impiety.