ଧର୍ମଜ
ଦେଖଣା
ଧର୍ମଜ
ଉଚ୍ଚାରଣ
[ସମ୍ପାଦନା](ଧର୍ମଜା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - (ଧର୍ମ+ଜନ ଧାତୁ=ଜନ୍ମ କରିବା=କର୍ତ୍ତୃ. ଅ)
[ସମ୍ପାଦନା]ଧର୍ମାନୁଷ୍ଠାନରୁ ଉତ୍ପନ୍ନ —Resulting from pious acts.
ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ -
[ସମ୍ପାଦନା]- ୧. ଧର୍ମ ପତ୍ନୀର ଗର୍ଭଜାତ ସନ୍ତାନ — ୧. One's legitimate son.
- ୨. ନର ନାରାୟଣ (ଦେଖ) - (ହିନ୍ଦୀ - ଶବ୍ଦସାଗର) — ୨. Nara nārāyaṇa (See)