Jump to content

ଧର୍ମଜ୍ଞ

ଉଇକିଅଭିଧାନ‌ରୁ

ଧର୍ମଜ୍ଞ

ଉଚ୍ଚାରଣ

[ସମ୍ପାଦନା]
(ଧର୍ମଜ୍ଞା—ସ୍ତ୍ରୀ) 

(ଧର୍ମଜ୍ଞତା—ବି)

  • (file)

ସଂସ୍କୃତ - ବିଶେଷଣ - ପୁଂ. (ଧର୍ମ+ଜ୍ଞା ଧାତୁ=ଜାଣିବା+କର୍ତ୍ତୃ. ଅ)

[ସମ୍ପାଦନା]
୧. ଯେ ଧର୍ମର ତତ୍ତ୍ୱ ଉତ୍ତମରୂପେ ଜାଣନ୍ତି — ୧. Conversant with spiritual or religious truths.
୨. ଧର୍ମ୍ମୋପଦେଶକ —୨. Missionary; teaching the tenets of religion.
୩. ଧାର୍ମିକ —୩. Pious; religious.
୪. ନ୍ୟାୟପର —୪. Righteous.
୫. ଯେ ଆଇନ୍ ଜାଣେ —୫. Versed in law.