ଧର୍ମଦ୍ରୋହୀ
ଦେଖଣା
ଧର୍ମଦ୍ରୋହୀ
ଉଚ୍ଚାରଣ
[ସମ୍ପାଦନା](ଧର୍ମଦ୍ରୋହିଣୀ—ସ୍ତ୍ରୀ)
(ଧର୍ମଦ୍ୱେଷୀ; ଧର୍ମବିରୋଧୀ—ଅନ୍ୟରୂପ)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଧର୍ମ+ଦ୍ରୋହ୍ ଧାତୁ=ନଷ୍ଟ କରିବା+କର୍ତ୍ତ ଇନ)
[ସମ୍ପାଦନା]- ୧. ଦୁଷ୍ଟାଚାରୀ — ୧. Wicked; wanton.
- ୨. ଅଧର୍ମାଚାରୀ — ୨. Impious; irreligious.
- ୩. ଯେ ଧର୍ମକର୍ମକୁ ଘୃଣା କରେ — ୩. Hating the practice of religion.
- ୪. ପାପୀ —୪. Sinful.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ରାକ୍ଷସ —୧. A demon.
- ୨. ପାପୀ ବ୍ୟକ୍ତି —୨. Sinner.