ଧର୍ମନିଷ୍ଠ
(ଧର୍ମନୈଷ୍ଠିକ—ଅନ୍ୟରୂପ)
(ଧର୍ମନିଷ୍ଠା—ସ୍ତ୍ରୀ)
ଧର୍ମପରାୟଣ; ଧାର୍ମିକ —Virtuous; religious; pious; devoted to peity.