ଧର୍ମପଦ
ଦେଖଣା
ଧର୍ମପଦ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]କୋଣାର୍କ ମନ୍ଦିର ନିର୍ମାଣ ସମୟରେ ୧୨ଶହ ବଢ଼େଇଙ୍କ ବୁଦ୍ଧିରେ ଅଗମ୍ୟ ମନ୍ଦିରରେ ମୁଦଶିଳା(ମୁଣ୍ଡମାରିବା) କାର୍ଯ୍ୟ ସମାଧାନ କରିଥିବା ଜଣେ ବୁଦ୍ଧିମାନ୍ ବଢ଼େଇ ବାଳକର ନାମ —Name of very intelligent carpenter boy who was able to complete the temples at Koṇārka by setting the coping stone at the proper place.
[ଦ୍ରଷ୍ଟବ୍ୟ —ଚୁମ୍ୱକ ପଥରକୁ ଦେଉଳରେ ବସାଇ ଦେଉଳର ମୁଣ୍ଡ ମାରିବାପାଇଁ କୋଣାର୍କ ମନ୍ଦିରର ନିର୍ମାଣର ଭାରପ୍ରାପ୍ତ ଲାଙ୍ଗୁଳ ନରସିଂହଦେବଙ୍କ କର୍ମଚାରୀ ସିବେଇ ସାଆନ୍ତରା କଳ୍ପନା କରିଥିଲେ; କିନ୍ତୁ ବଢ଼େଇମାନେ ଯଥାସ୍ଥାନରେ ଉକ୍ତ ପଥରକୁ ବସାଇ ପାରୁନ ଥିବାରୁ ଦେଉଳ ମୁଣ୍ଡି ମରି ପାରୁ ନଥିଲା ତାକୁ ଉକ୍ତ ବାଳକ ବସାଇ ଦେଇଥିଲା ସ୍ୱାର୍ଗୀୟ ଗୋପବନ୍ଧୁ ଦାଶ ଏହି କାହାଣୀକୁ ଅବଲମ୍ୱନ କରି 'ଧର୍ମପଦ' ନାମରେ ଖଣ୍ଡେ କ୍ଷୁଦ୍ର କାବ୍ୟ ଲେଖଇ— ଅଛନ୍ତି]