ଧର୍ମପର
(ଧର୍ମପରାୟଣା—ଅନ୍ୟରୂପ)
(ଧର୍ମପରା, ଧର୍ମପରାୟଣା—ସ୍ତ୍ରୀ)
ଧାର୍ମିକ; ଧର୍ମ୍ମଶୀଳ; ଧର୍ମ୍ମନିଷ୍ଠ; ଧର୍ମ୍ମାତ୍ମା —Devoted to religion; virtuous; pious; righteous.