Jump to content

ଧର୍ମପିଅର

ଉଇକିଅଭିଧାନ‌ରୁ

ଧର୍ମପିଅର

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଧର୍ମ+ପିତ)

[ସମ୍ପାଦନା]

ଧର୍ମପିତା (ଦେଖ) - Dharma pitā (See)

ଅନାଥ ବାଳକଙ୍କୁ ଆଣି ଧର୍ମେ ପୋଷନ୍ତି ଯେଉଁ ପ୍ରାଣୀ, ସେ ଧର୍ମ ପିଅର ଜନନୀ,ବୋଲନ୍ତି ବେଦ ମତେ ମୁନି—ଜଗନ୍ନାଥ. ଭାଗବତ