Jump to content

ଧର୍ମପିତା

ଉଇକିଅଭିଧାନ‌ରୁ

ଧର୍ମପିତା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଧର୍ମ+ପିତୃ; ୧ମା. ୧ବ.)

[ସମ୍ପାଦନା]
୧. ଧର୍ମଶାସ୍ତ୍ର ଅନୁସାରେ ଆପଣାର ପିତୃସ୍ଥାନୀୟ ବ୍ୟକ୍ତି — ୧. A person standing in the relation of a father to a person according to the Ṡāstras.
୨. ଯାହାଙ୍କ ସଙ୍ଗେ ମହାପ୍ରସାଦ ଆଦିଦ୍ୱାରା ପିତୃ ସମ୍ପର୍କ ସ୍ଥାପିତ ହେଇଥାଏ —୨. God—father; a person with whom the relationship of father is set up by the exchange of Mahāprasāda etc.

[ଦ୍ରଷ୍ଟବ୍ୟ —ଏହିପରି ଧର୍ମ ଭ୍ରାତା, ଧର୍ମ ଭଗିନୀ, ଧର୍ମ ମାତା ଆଦି ପଦ ହୁଏ ଶାସ୍ତ୍ର ଅନୁସାରେ ଜନ୍ମଦାତା, କନ୍ୟାଦାତା, ଭୟତ୍ରାତା, ବିଦ୍ୟା— ଗୁରୁ, ଜ୍ୟେଷ୍ଠଭ୍ରାତା, ଆଶ୍ରୟଦାତା, ଦୀକ୍ଷାଗୁରୁ ଓ ରାଜା ଏମାନେ ପିତାଙ୍କ ପରି ପୂଜ୍ୟ ଗୁରୁପତ୍ର ଭ୍ରାତୃସ୍ଥାନୀୟ ଗୁରୁପତ୍ନୀ, ଶାଶୁ, ରାଣୀ, ଜ୍ୟେଷ୍ଠ ଭ୍ରାତୃପତ୍ନୀ, ବ୍ରାହ୍ମଣୀ, ପର ସ୍ତ୍ରୀ, ବିଧବା, ମାଇଁ, ମାଉସୀ ଓ ପିଉସୀ—ଏମାନେ ମାତୁସ୍ଥାନୀୟ ଗୁରୁକନ୍ୟା ଓ ସହାଧ୍ୟାୟୀର ବଗିନୀ—ଏମାନେ ଭଗିନୀସ୍ଥାନୀୟ ଶିଷ୍ୟ ପତ୍ନୀ, ଭ୍ରାତୃସ୍ପୁତୀ, ଭାଣିଜୀ, ପୁତ୍ରବଧୀ—ଏମାନେ କନ୍ୟାସ୍ଥାନୀୟ]