Jump to content

ଧର୍ମପୀଡ଼ା

ଉଇକିଅଭିଧାନ‌ରୁ

ଧର୍ମପୀଡ଼ା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷଷ୍ଠୀ ତତ୍; ଧର୍ମ+ପୀଡ଼ା)

[ସମ୍ପାଦନା]
୧. ଧର୍ମର ବା ନ୍ୟାୟର ବିରୁଦ୍ଧ ଆଚରଣ — ୧. A offence against religion or justice.
୨. ବେଆଇନୀ ଆଚରଣ; ଅପରାଧ — ୨. An offence against law; transgression of law.